Jump to content

୨୧ ମାର୍ଚ୍ଚ

ଉଇକିପିଡ଼ିଆ‌ରୁ
୧୦୧୧୧୨୧୩୧୪
୧୫୧୬୧୭୧୮୧୯୨୦୨୧
୨୨୨୩୨୪୨୫୨୬୨୭୨୮
୨୯୩୦୩୧
  ୨୦୨୬ (ଶନିବାର)
  ୨୦୨୫ (ଶୁକ୍ରବାର)
  ୨୦୨୪ (ଗୁରୁବାର)
  ୨୦୨୩ (ମଙ୍ଗଳବାର)
  ୨୦୨୨ (ସୋମବାର)
  ୨୦୨୧ (ରବିବାର)
  ୨୦୨୦ (ଶନିବାର)
  ୨୦୧୯ (ଗୁରୁବାର)
  ୨୦୧୮ (ବୁଧବାର)
  ୨୦୧୭ (ମଙ୍ଗଳବାର)

ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୧ ମାର୍ଚ୍ଚ ବର୍ଷର ୮୦ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୮୧ତମ) । ବର୍ଷ ଶେଷ ହେବା ପାଇଁ ଆଉ ୨୮୫ ଦିନ ବାକି ଅଛି ।

ମୃତ୍ୟୁ

[ସମ୍ପାଦନା]

ପର୍ବପର୍ବାଣି

[ସମ୍ପାଦନା]
  == ବିଶ୍ବ କବିତା ଦିବସ ==

ଖିଲି ଖିଲି ହସେ ମଳୟ ପବନ, କୁଳୁ କୁଳୁ ନଦୀ ବହେ, ପ୍ରକୃତିର ଏହି ସୁନ୍ଦର ରୂପକୁ ଦେଖି କବି ମୁଗ୍ଧ ହୁଏ।। କାବ୍ୟ ଓ କବିତା ଲେଖିଥାଏ କବି ପ୍ରକୃତିର ସ୍ଵାଦ ଚାଖି, ଭାବନାରୁ ତାର ଜାତ ହୋଇଥାଏ ପ୍ରକୃତିର ରୂପରାଜି।। କବିର ପ୍ରତିଭା ଜଣା ପଡ଼ିଥାଏ ଭାଷା ମଧୁରତା ଦ୍ଵାରା, ନୂଆଁ ନୂଆଁ ଶବ୍ଦ ଭାଷା ଭାବ ପାଇଁ ପରିଚିତ ହୁଏ ପରା।।

ବାହାର ଲିଙ୍କ

[ସମ୍ପାଦନା]